ବେ ଅନ୍ଦାଜି Be-andāji
- ବୈଦେ. ବିଣ (ଫା) — ଅସଂଖ୍ୟ; ଅପରିମିତ — Innumerable; countless
- ବୈଦେ. ବିଣ (ଫା) — ଅନୁମାନବିହୀନ — Having no capacity for inference
- ବୈଦେ. ବିଣ (ଫା) — ଅଜ୍ଞାତ — Unknown
- ବୈଦେ. ବିଣ (ଫା) — ଯାହାର ଅନ୍ଦାଜ ବା ଅନୁମାନ ଠିକ୍ ନୁହେ — Having no capacity for making an estimate
- ବୈଦେ. ବିଣ (ଫା) — ପରସ୍ପର ସଙ୍ଗେ ସଙ୍ଗତି ବା ସାମ୍ୟବିହୀନ — Disproportionate
- ବୈଦେ. ବିଣ (ଫା) — ଦରକାର ଠାରୁ ଅତ୍ୟଧିକ — Immoderate