ବେ ଅଟକଳ Be-aṭakaḻa

  • ଦେ. ବି (ଫା. ବେ+ଓଡ଼ିଆ. ଅଟକଳ) — ଆଗରୁ ଅନୁମାନଦ୍ୱାରା ଇୟତ୍ତା କରିବାର ଅଭାବ — Want of estimate
  • ଦେ. ବିଣ — ବେ ଅନ୍ଦାଜ (ଦେଖ) — Be-andāja (See)