ବେ ଅକତିଆର Be-akatiāra

  • ବୈଦେ. ବି (ଫା. ବେ+ଇଖ୍ତିୟାର= ଅଧିକାର) — ଅନାୟତ୍ତ; ଅଧିକାର ବର୍ହିଭୂତ — Beyond control
  • ବୈଦେ. ବି (ଫା. ବେ+ଇଖ୍ତିୟାର= ଅଧିକାର) — ଅବଶ; ଅକ୍ଷମ — Powerless