ବୁଡ଼ୁବକ୍ Bu-ṟḍ̠ubak

  • ଦେ. ବି ଓ ବିଣ.—(ହି. ବୁଡ଼= ବୁଡ଼+ବୋକା) — ଓଲୁ; ନିର୍ବୋଧ — A fool; foolish person
  • ଦେ. ବି ଓ ବିଣ.—(ହି. ବୁଡ଼= ବୁଡ଼+ବୋକା) — ବୃଦ୍ଧ ଓଲୁ — An old fool
  • ଦେ. ବି ଓ ବିଣ.—(ହି. ବୁଡ଼= ବୁଡ଼+ବୋକା) — ଗଜ ମୂର୍ଖ — A block-head; an ignoramus