ବୁଡ଼ିଯିବା Buṟḍ̠ij̄ibā

  • ପ୍ରାଦେ. (ବାଲେଶ୍ୱର) କ୍ରି — ଗୁଡ଼ି ବା ପାରା ଆକାଶରେ ଖୁବ୍ ଉଚ୍ଚକୁ ଉଠି ଶେଷରେ ଅଦୃଶ୍ୟ ହୋଇଯିବା — To disappear in the sky (said of a soaring pigeon or paper-kite)
  • ଦେ. କ୍ରି — ବୁଡ଼ିବା— (ଦେଖ) — Buṟḍ̠ibā (See)