ବୁଡ଼ୁ ବୁଡ଼ି Buṟḍ̠u-buṟḍ̠i

  • ଦେ. ବି — (ଧ୍ୱନିର୍ଥକ) ଭୁଡ଼ୁ ଭୁଡ଼ୁ ଶବ୍ଦ; ବୋତଲକୁ ପାଣିରେ ବୁଡ଼ାଇଲେ ବୋତଲରେ ପାଣି ପଶିବାବେଳେ ଯେଉଁ ଶବ୍ଦ ହୁଏ — Bubbling sound produced when a bottle is dipped in water for filling it up
  • ଦେ. ବି — (ସଂ. ବୁଦ୍ ବୁଦ୍) — Bubble