ବୁଡ଼ିବା Buṟḍ̠ibā
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — ଜଳରେ ଡୁବିବା; ନିମଜ୍ଜିତ ହେବା — To dive in water; to plunge in to water
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — [ଉ— ଗଙ୍ଗେଇ ଚଢ଼େଇରେ ! ଗଙ୍ଗେଇ ଚଢ଼େଇ ! ମୋ ପାଇଁ ଥରେ ବୁଡ଼୍। ଶିଶୁଗୀତ।]
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — ଜଳରେ ମୁଣ୍ଡ ବୁଡ଼ାଇ ସ୍ନାନ କରିବା; ଗାଧୋଇବା; ବୁଡ଼ ପକାଇବା — To have a bath by immersion
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — (ଯଥା— ମୁଁ ଗାଆଁ ପୋଖରୀରେ ନିତି ଭୋର୍ରୁ ବୁଡ଼େଁ)
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — ଜଳମଗ୍ନ ହେବା — To sink under water
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — [ଉ— ହରିବୋଲ ଭାଇ ! ଗୋବିନ୍ଦ ବୋଲ! ଭାସିଲା ପଥର ବୁଡ଼ିଲା ସୋଲ। ଢଗ।]
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — (ଲକ୍ଷଣାର୍ଥ) ଲୋପ ପାଇବା; ଲୁପ୍ତ ହେବା — (figurtative) To be extinct; to disappear
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — ଅନ୍ୟ ବସ୍ତୁ ମଧ୍ୟରେ ଅନ୍ତର୍ହିତ ହେବା — To merge in another thing
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — [ଉ— ଅହମିକା ଗଲା ବିଶ୍ୱ ପ୍ରେମେ ବୁଡ଼ି। ମଧୁସୂଦନ. କବିତା।]
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — (ଲକ୍ଷଣାର୍ଥ) ବିନଷ୍ଟ ହେବା; ଧ୍ୱଂସ ପ୍ରାପ୍ତ ହେବା; ଉତ୍ସନ୍ନ ହେବା — (figurative) To be ruined
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — [ଉ— ଏ ଯେ ଆମ୍ଭର କର୍ଣ୍ଣ ବେନି; ଆମ୍ଭେ ବୁଡ଼ିଲୁ ଏହା ଘେନି। ଭୂପତି ପ୍ରେମପଞ୍ଚାମୃତ।]
- ଦେ. କ୍ରି. (ସଂ. ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams) — (ସୂର୍ଯ୍ୟ ଚନ୍ଦ୍ରଆଦି) ଅସ୍ତ ହେବା — (the sun, the moon etc) To sink; to set