ବୁଡ଼ି ମରିବା Buṟḍ̠i maribā

  • ଦେ. କ୍ରି — ଜଳକୁ ଡେଇଁ ପଡ଼ି ପ୍ରାଣ ହରାଇବା; ଜଳରେ ପ୍ରାଣ ଝାସିବା — To commit suicide by drowning
  • ଦେ. କ୍ରି — ଜଳମଗ୍ନ ହେବା ଅବସ୍ଥାରେ ମୃତ ହେବା — To die by drowning; to be drowned to death
  • ଦେ. କ୍ରି — (ଉ— ପଞ୍ଝାଏ ତେଲି ଗୋଟିଏ ଗବ ପାଇଁ ଧରାଧରି ହୋଇ ପାଣିରେ ବୁଡ଼ି ମରିବା ନ୍ଯାୟ। ଢଗ।)
  • ଦେ. କ୍ରି — (ମନୁଷ୍ୟ) ଧ୍ୱସଂପ୍ରାପ୍ତ; ଉତ୍ସନ୍ନ ହେବା — (a person) To be ruined
  • ଦେ. କ୍ରି — (ଯଥା— ସେ ଋଣରେ ବୁଡ଼ି ମଲେଣି)