ବୁବେଇ Bubei

  • ପ୍ରାଦେ (ବାଲେଶ୍ୱର) ବି — ସରୁ, ଲମ୍ବା ଏବଂ ଦାଢୁଆ ପତ୍ରଯୁକ୍ତ ଏକ ଜାତୀୟ ଘାସ ଗଛ — A kind of grass, with thin long and sharp-edged leaves
  • ପ୍ରାଦେ (ବାଲେଶ୍ୱର) ବି — ବୁବେଇ ଘାସରୁ ତିଆରି ହୋଇଥିବା ଦଉଡ଼ି — 3. Rope made of that grass