ବୁଭୁକ୍ଷା Bubhukshā

  • ସଂ. ବି. (ଭୁଜ୍ ଧାତୁ+ ଇଚ୍ଛାର୍ଥେ. ସନ୍+ ଭାବ. ଅ+ଆ) — ଭୋଜନ କରିବା ଇଚ୍ଛା; କ୍ଷୁଧା; ଭୋକ — Hunger; desire to eat