ବୁଭୁକ୍ଷୁ Bubhakshu

  • ସଂ. ବିଣ. (ଭୁଜ୍ ଧାତୁ+ଇଚ୍ଛାର୍ଥେ ସନ୍+ କର୍ତ୍ତୃ. ଉ) — ଭୋଜନେଚ୍ଛୁ — Wishing to eat
  • ସଂ. ବିଣ. (ଭୁଜ୍ ଧାତୁ+ଇଚ୍ଛାର୍ଥେ ସନ୍+ କର୍ତ୍ତୃ. ଉ) — କ୍ଷୁଧିତ — Hungry