ବୁଜେଇବା Bujeibā

  • ଦେ. କ୍ରି (ବୁଜିବା କ୍ରିୟାର ଣିଜନ୍ତ ରୂପ, Causetive of Bujibā)— ଅନ୍ୟଦ୍ୱାରା ବୁଜିବା କ୍ରିୟା କରାଇବା — To Cause to be shut
  • ଦେ. କ୍ରି (ବୁଜିବା କ୍ରିୟାର ଣିଜନ୍ତ ରୂପ, Causetive of Bujibā)— [ଉ—ସେକାଳେ ଭୀମସେନ ତେଜ ଅଗ୍ନିବୃଷ୍ଟି, କରି ଦେଲେ ସବୁରି ବୁଜାଇ ସେ ଦୃଷ୍ଟି। କୃଷ୍ଣସିଂହ ମହାଭାରତ. ସଭା।]
  • ଦେ. କ୍ରି (ବୁଜିବା କ୍ରିୟାର ଣିଜନ୍ତ ରୂପ, Causetive of Bujibā)— (ଦୀପ) ନିଭାଇବା — To extinuish. (a lamp)