ବୁଜୁରୁଗି କରିବା Bu-jurugikaribā

  • ଦେ. କ୍ରି — ଦୁଷ୍ଟାମି ଦେଖାଇବା — To show signs of wickedness
  • ଦେ. କ୍ରି — କୁହୁକ ଦେଖାଇବା — To show magic
  • ଦେ. କ୍ରି — ଧୂର୍ତ୍ତତା ଦେଖାଇବା — To exhibit slyness
  • ଦେ. କ୍ରି — ଆପଣାର ବାହାଦୂରି ବଖାଣିବା — To brag