ବୁଜ୍ରୁକ୍ Buj-ruk
- ବୈଶଦ (ଫା. ବୁଜୁର୍ଗ=ମହତ୍ ବ୍ୟକ୍ତି)—ବି — ମହତ୍ (ବ୍ୟକ୍ତି) — Great
- ବୈଶଦ (ଫା. ବୁଜୁର୍ଗ=ମହତ୍ ବ୍ୟକ୍ତି)—ବି — ଚତୁର; ଚାଲାଖ; ଧୂର୍ତ୍ତ — Sly; cunning
- ବୈଶଦ (ଫା. ବୁଜୁର୍ଗ=ମହତ୍ ବ୍ୟକ୍ତି)—ବି — ପାଜୀ; ଦୁଷ୍ଟ — Wicked;
- ବୈଶଦ (ଫା. ବୁଜୁର୍ଗ=ମହତ୍ ବ୍ୟକ୍ତି)—ବି — ଫାଜିଲ୍ — Forward; officious; pert; presumptious
- ବୈଶଦ (ଫା. ବୁଜୁର୍ଗ=ମହତ୍ ବ୍ୟକ୍ତି)—ବି — ଯୋଗ୍ୟ; ଉତ୍କୃଷ୍ଟ — Excllent
- ବୈଦେ. ବି. (ଫା) ବାଜୀଗର୍ — Magician