ବୁଜ୍ରୁକି Buj-ruki
- ବୈଦେ. (ଫା. ବୁଜୁର୍ଗୀ) ବି — ଅଦ୍ଭୁତ କାର୍ଯ୍ୟ ଦେଖାଇବା; ଭୋଜବାଜୀ; କୁହୁକ — Magic; legerdemain
- ବୈଦେ. (ଫା. ବୁଜୁର୍ଗୀ) ବି — ଫାଜିଲାମି — Forwardness;
- ବୈଦେ. (ଫା. ବୁଜୁର୍ଗୀ) ବି — ଧୂର୍ତ୍ତତା — Slyness
- ବୈଦେ. (ଫା. ବୁଜୁର୍ଗୀ) ବି — ବାହାଦୁରି; ଅତ୍ମପ୍ରଶଂସା — 5. Bragging; self-praise
- ବୈଦେ. (ଫା. ବୁଜୁର୍ଗୀ) ବି — ଚତୁରତା — Cleverness
- ବୈଦେ. (ଫା. ବୁଜୁର୍ଗୀ) ବି — ଉତ୍କର୍ଷ — Excellence