ବୁକୁ Buku

  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ — Breast
  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — (ଉ—ବୁକୁର ଶାଢ଼ୀତ ରଖିତ ଦେଉନାହିଁ, ମୁଁ କରତଳେ ଆଛାଦିବି କେତେ। କବିସୂର୍ଯ୍ୟ ସଙ୍ଗୀତା)
  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — ହୃଦୟ; ହୃଦୟାଭ୍ୟନ୍ତର; ଅନ୍ତଃକରଣ — 3. Heart; chest
  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — (ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି। କୃଷ୍ଣସିଂହ. ମହାଭାରତ. ସଭା।)
  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — ଦମ୍ଭ; ଧୈର୍ଯ୍ଯ — Patience
  • ଦେ. ବି. (ସଂ. ବକ୍ଷଃ, ବୁକ୍କ) — ସାହସ — Courage; pluck