ବୁକୁ ଧରିବା Buku dharibā

  • ଦେ. କ୍ରି — ଛାତି ଧରିବା; ଜୀବନ ଧାରଣ କରିବା; ବଞ୍ଚିବା — To live
  • ଦେ. କ୍ରି — ସହିବା; ଧୈର୍ଯ୍ଯ ଧରିବା — To bear with patience
  • ଦେ. କ୍ରି — (ଉ—ଏଡେ ବଡ଼ ଦୁଃଖରେ ତୁ କିମିତି ବୁକୁ ଧରି ରହିଲୁ।