ବୀରେଶ Bīreṡa

  • ସଂ. ବି—( 7 ମୀ ତତ୍; ବୀର+ଈଶ) — ବୀରଶ୍ରେଷ୍ଠ; ମହାବୀର — A great hero
  • ସଂ. ବି—( 7 ମୀ ତତ୍; ବୀର+ଈଶ) — ବୀରଭଦ୍ର; ମହାଦେବଙ୍କ ଅନୁଚର — Bīrabhadra; an attendant of Sibā
  • ସଂ. ବି—( 7 ମୀ ତତ୍; ବୀର+ଈଶ) — ଶିବ (ହି. ଶ) — Ṡiba
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males