ବୀର୍ଯ୍ୟ ବର୍ଦ୍ଧକ Bīrj̄ya barddhaka

  • ସଂ. ବିଣ (ଉପପଦ ତତ୍; ବୀର୍ଯ୍ଯ+ବର୍ଦ୍ଧକ) — ସାମର୍ଥ୍ୟର ବୃଦ୍ଧିକାରକ — Increasing one's strength
  • ସଂ. ବିଣ (ଉପପଦ ତତ୍; ବୀର୍ଯ୍ଯ+ବର୍ଦ୍ଧକ) — ରତିଶକ୍ତିର ବୃଦ୍ଧିକାରକ ରସାୟନ; ବାଜୀକରଣ — Increasing potency