ବୀର୍ଯ୍ୟ Bīrj̄ya
- ସଂ. ବି (ବୀର+ଭାବାର୍ଥେ ଯ) — ବୀରତ୍ୱ; ଶୌର୍ଯ୍ଯ — Heroism; valour
- ସଂ. ବି (ବୀର+ଭାବାର୍ଥେ ଯ) — ତେଜଃ; ପ୍ରତାପ — Glory; vigour
- ସଂ. ବି (ବୀର+ଭାବାର୍ଥେ ଯ) — ଶୁକ୍ର; ରେତଃ — Semen; virile
- ସଂ. ବି (ବୀର+ଭାବାର୍ଥେ ଯ) — [ଦ୍ର—ଏହା ଶରୀରସ୍ଥ ସପ୍ତ— ଧାତୁର ଏକତମ। ଅନ୍ୟ ସବୁ ଧାତୁର ଶେଷରେ ଏହା
- ସଂ. ବି (ବୀର+ଭାବାର୍ଥେ ଯ) — ଶରୀରରେ ଉତ୍ପନ୍ନ ହୁଏ। ଏଥିପାଇଁ ଏହାର ନାମ ଚରମଧାତୁ; ଏତଦ୍ଦ୍ୱାରା ଶରୀରରେ ବଳ ଓ କାନ୍ତି ଉପୁଜେ। ଏହା ସ୍ତ୍ରୀ— ସଙ୍ଗମ ସମୟରେ ବା ରୋଗଯୋଗୁଁ ମୂତ୍ରେନ୍ଦ୍ରିୟ ବାଟେ ନିର୍ଗତ ହୁଏ। ଏହା ଧାରଣ କଲେ, ଅର୍ଥାତ୍ ଏହା ପାତନ ନ କଲେ ବ୍ରହ୍ମଚର୍ଯ୍ଯ ରକ୍ଷା ହୁଏ ଓ ମନୁଷ୍ୟ ଚିରାୟୁ ହୁଏ; ଏଥିର ଅନ୍ୟ ସଂ. ନାମ—ଶୁକ୍ର, ରେତଃ, ତେଜଃ, ବୀଜ; ଇନ୍ଦ୍ରିୟ—ହି. ଶ.]
- ସଂ. ବି (ବୀର+ଭାବାର୍ଥେ ଯ) — କ୍ଷମତା — Power; might
- ସଂ. ବି (ବୀର+ଭାବାର୍ଥେ ଯ) — ଶକ୍ତି; ସାମର୍ଥ୍ୟ — Ability; strength
- ସଂ. ବି (ବୀର+ଭାବାର୍ଥେ ଯ) — ସାର — Essence
- ସଂ. ବି (ବୀର+ଭାବାର୍ଥେ ଯ) — ବୀଜ; ମଞ୍ଜି — Seed
- ସଂ. ବି (ବୀର+ଭାବାର୍ଥେ ଯ) — ମୂଳକାରଣ — Origin; prime cause