ବୀରୁ Bīru

  • ଦେ. ବି—(ସଂ. ବିରୁଧ୍) — ଲତା — Creeper
  • ଦେ. ବି—(ସଂ. ବିରୁଧ୍) — (ଉ—ବାଣଧନୁ ଦୃଢ଼େ ଧରି ଶ୍ରୀରାମ ଲକ୍ଷ୍ମଣ, ବୀରୁ ଅନ୍ତରୁ ବାହାର ଏ ରବ ଶ୍ରବଣ। ଭଞ୍ଜ, ବୈଦେହୀଶବିଳାସ।)