ବୀର ଜାୟା Bīra jāyā

  • ସଂ. ବି. ସ୍ତ୍ରୀ—( 6 ଷ୍ଠୀ ତତ୍; ବୀର+ଜାୟା) — ବାରର ଭାର୍ଯ୍ଯା — The wife of a hero
  • ସଂ. ବି. ସ୍ତ୍ରୀ—( 6 ଷ୍ଠୀ ତତ୍; ବୀର+ଜାୟା) — ବୀରର ଉପଯୁକ୍ତା ଭାର୍ଯ୍ଯା — A wife befitting for a hero
  • ସଂ. ବି. ସ୍ତ୍ରୀ—( 6 ଷ୍ଠୀ ତତ୍; ବୀର+ଜାୟା) — (କର୍ମଧା;ବୀରା+ଜାୟା)—ବୀରାଙ୍ଗନା; ବୀର୍ଯ୍ଯାବତୀ ରମଣୀ — A valiant woman