ବୀର କୁଞ୍ଜର Bīra kun̄jara
- ସଂ. ବି—( 7 ମୀ ତତ୍ ବା ଉପମିତ) — ବୀରମାନଙ୍କ ମଧ୍ୟରେ ପ୍ରଧାନ ବା ଅଗ୍ରଣୀ; ପ୍ରଧାନ ବୀର; ମହା ବୀର — The chief amongst heroes
- ସଂ. ବି—( 7 ମୀ ତତ୍ ବା ଉପମିତ) — [ଦ୍ର—ବୀରକୂଳ ଗର୍ବ, ବାରକୂଳ ଶ୍ରେଷ୍ଠ, ବୀରକୂଳର୍ଷଭ, ବୀରକେଶରୀ, ବୀରଚୂଡ଼ାମଣି, ବୀରବର, ବୀରସିଂହ, ବୀର ଶିରୋମଣି, ବୀରଶ୍ରେଷ୍ଠ—ଅନ୍ୟରୂପ]