ବୀର କେଶରୀ Bīra keṡari
- ସଂ. ବି.—( 7 ମୀ ତତ୍) ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ — The chief amongst heroes
- ଦେ. ବି ପୁଂ (ନାମ) — ଲୋକଙ୍କୁ ଦିଆଯିବା ନାମ — A name given to males
- ଦେ. ବି ପୁଂ (ନାମ) — ଓଡ଼ିଶ୍ୟାର ପ୍ରାଚୀନ ନରପତି ବିଶେଷ — Name of a king of ancient Orissa
- ଦେ. ବି ପୁଂ (ନାମ) — [ଦ୍ର—ପୁରୀଜିଲ୍ଲାର ବୀର—କେଶରୀପୁରର ଶାସନ ଏହାଙ୍କ ପ୍ରତିଷ୍ଠିତ। ଏ ଜଗନ୍ନାଥଙ୍କ ଠାରେ ବୀରକେଶରୀ ବଲ୍ଲଭ ନାମକ ବାଳଭୋଗ ଖଞ୍ଜା କରିଥିଲେ।]