ବୀତଶୋକ Bītaṡoka

  • ସଂ. ବିଣ. ପୁଂ (ବହୁବ୍ରୀହି, ବୀତ=ବିଗତ+ଶୋକ) — ଶୋକହୀନ — Griefless
  • ସଂ. ବିଣ. ପୁଂ (ବହୁବ୍ରୀହି, ବୀତ=ବିଗତ+ଶୋକ) — ଶୋକ— ନିବୃତ୍ତ — Freed from grief
  • ସଂ. ବି — ଅଶୋକ ବୃକ୍ଷ — The Janesia Asoka tree