ବୀତ ମଳ Bīra mala

  • ସଂ. ବିଣ. ପୁଂ (ବହୁବୀହି, ବୀତ=ବିଗତ+ମଳ=ପାପଆଦି, ଯାହାଠାରୁ) — ନିର୍ମଳ; ବିମଳ — Clear; pure
  • ସଂ. ବିଣ. ପୁଂ (ବହୁବୀହି, ବୀତ=ବିଗତ+ମଳ=ପାପଆଦି, ଯାହାଠାରୁ) — ନିଷ୍ପାପ — Sinless
  • ସଂ. ବିଣ. ପୁଂ (ବହୁବୀହି, ବୀତ=ବିଗତ+ମଳ=ପାପଆଦି, ଯାହାଠାରୁ) — ଅକଳଙ୍କ — Spotless
  • ସଂ. ବିଣ. ପୁଂ (ବହୁବୀହି, ବୀତ=ବିଗତ+ମଳ=ପାପଆଦି, ଯାହାଠାରୁ) — ଝାଡ଼ାଦ୍ୱାରା ଯାହା ଦେହରୁ ମଳଯାକ ବାହାରି ଯାଇଅଛି — One whose intestines have been cleared by evacuation; purged of stools