ବୀଣାପାଣି Bīṇāpāṇi
- ସଂ. ବିଣ—(ବହୁବ୍ରୀହି, ବୀଣା+ପାଣି) — ଯେ ହାତରେ ବୀଣା ଧରିଥାଏ — Holding a lute
- ସଂ. ବି. ପୁଂ ନାରଦ ମୁନି — Sage Nārada
- ସଂ. ବି. ସ୍ତ୍ରୀ — ସରସ୍ୱତୀ — The Goddess of learning
- ସଂ. ବି. ସ୍ତ୍ରୀ — [ଉ—ଦେବୀ ବୀଣାପାଣି ! କେଉଁ ତପଫଳେ, ତୋ କରୁଣା ଊଣା ଏ ଦୀନ ଉତ୍କଳେ। ରାଧାନାଥ ଚିଲିକା।]