ବୀଣାସ୍ୟ Bīṇāsya

  • ସଂ. ବି—[ବିଣା+ଆସ୍ୟ=ମୁଖ (ମୂର୍ତ୍ତି)] — ନାରଦ ମୁନି — Sage Nārada
  • ସଂ. ବି—[ବିଣା+ଆସ୍ୟ=ମୁଖ (ମୂର୍ତ୍ତି)] — [ଦ୍ର—କଥିତ ଅଛି ଯେ ନାରଦ ଏ ଯନ୍ତ୍ରକୁ ପୃଥିବୀରେ ଚଳାଇଥିଲେ।]