ବିହଙ୍ଗ Bihanga
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ପକ୍ଷୀ — Bird
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ମେଘ — Cloud
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ବାଣ — Arrow
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ସୂର୍ଯ୍ୟ — The sun
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ଚନ୍ଦ୍ର — The moon
- ସଂ. ବି (ବିହାୟସ୍=ଆକାଶ+ଗମ୍ ଧାତୁ=ଗମନକରିବା +କର୍ତ୍ତୃ. ଅ, ନିପାତନସିଦ୍ଧ) — ମହାଭାରତୋକ୍ତ ନାଗବିଶେଷ — Name of a mythological serpent