ବିହଙ୍ଗିକା Bihaṅgikā

  • ସଂ. ବି. (ବିହଙ୍ଗ+କ+ସ୍ତ୍ରୀ. ଆ) — ବାହୁଙ୍ଗି; ଭାର ଦଣ୍ଡ — A pole with slings attached to both ends for carrying loads by the shoulder
  • ସଂ. ବି. (ବିହଙ୍ଗ+କ+ସ୍ତ୍ରୀ. ଆ) — ପକ୍ଷିଣୀ — A female bird