ବିହଡ଼ ନୃସିଂହ Bihaṟḍ̠ nṛuṡiṁha

  • ଦେ. ବି. (ନାମ) (ସଂ. ବିକଟ+ନୃସିଂହ) — ପୀତାମ୍ବର ଦାସଙ୍କ କୃତ ଓଡ଼ିଆ ନୃସିଂହ ପୁରାଣୋକ୍ତ ନୃସିଂହ (ବିଷ୍ଣୁଙ୍କ ଅବତାର)ଙ୍କର ମୂର୍ତ୍ତି ବିଶେଷର ନାମ — Name of one of the forms assumed by Bishṇu during his Nṛusiṁha incarnation