ବିହଙ୍ଗମା Bihaṅgamā

  • ସଂ. ବି. ସ୍ତ୍ରୀ. (ବିହଙ୍ଗମ+ଆ) — ମାଈ ଚଢ଼େଇ — A female bird
  • ସଂ. ବି. ସ୍ତ୍ରୀ. (ବିହଙ୍ଗମ+ଆ) — ସୂର୍ଯ୍ୟଙ୍କର ଏକ ପ୍ରକାର କିରଣ (ହି. ଶ.) — A kind of sun's rays
  • ସଂ. ବି. ସ୍ତ୍ରୀ. (ବିହଙ୍ଗମ+ଆ) — ବାହୁଙ୍ଗି; ଯେଉଁ ଦଣ୍ଡର ଦୁଇ ମୁଣ୍ଡରେ ଭାର ଲଟକା ଯାଇ ତାହା କାନ୍ଧରେ ବାହିତ ହୁଏ — A pole with slings hung at each end for carrying loads by the shoulder