ବିସ Bisa
- ସଂ. ବି— (ବିସ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅ; ଯେ ଜଳରେ ଅନବରତ ପ୍ରବେଶ କରି ରହିଛି) — ପଦ୍ମ ପ୍ରଭୃତିର ମୃଣାଳ — The stalk of lotus
- ସଂ. ବି— (ବିସ୍ ଧାତୁ=ପ୍ରବେଶ କରିବା+କର୍ତ୍ତୃ. ଅ; ଯେ ଜଳରେ ଅନବରତ ପ୍ରବେଶ କରି ରହିଛି) — ପଦ୍ମର ସୂକ୍ଷ୍ମ ତନ୍ତୁ — The fibre of a lotus (Apte)