ବିଷ୍ୱାଣ Bishwāṇa

  • ସଂ. ବି—(ବି+ସ୍ୱନ ଧାତୁ=ଶବ୍ଦ କରିବା+ଭାବ ଅ) — ଭୋଜନ — Eating (Apte)
  • ସଂ. ବି—(ବି+ସ୍ୱନ ଧାତୁ=ଶବ୍ଦ କରିବା+ଭାବ ଅ) — ଷୋଡକାଇ ଖାଇବା; ହାପୁରା; ତୋଡପା; ସଶବ୍ଦ ଭୋଜନ — The act of eating by making a sound
  • ସଂ. ବି—(ବି+ସ୍ୱନ ଧାତୁ=ଶବ୍ଦ କରିବା+ଭାବ ଅ) — (+କର୍ତ୍ତୃ. ଅ) ଦାକ୍ଷିଣାତ୍ୟର ଧର୍ମ ସଂପ୍ରଦାୟ ବିଶେଷ (ପ୍ରକୃତିବାଦ) — Name of a religious sect of southern India