ବିସକଣ୍ଠିକା Bisakaṇṭhikā

  • ସଂ. ବି (ବହୁବ୍ରୀହି, ବିସ+କଣ୍ଠ+ଆ; ବିସ=ମୃଣାଳ ପରି ଧଳା କଣ୍ଠ ଯାହାର।) — ବଳାକା; ଛୋଟ ଧଳା ବଗ — A small variety of paddy bird