ବିଷ୍ୱଙ୍ Bishwaṅ

  • ସଂ. ବିଣ. ପୁଂ (ବିଷ୍ୱ ଚ୍ ଶବ୍ଦ 1 ମା 1 ବ) — ସର୍ବତ୍ର ପରିଭ୍ରମଣଶୀଳ (ହି. ଶ) — Going every where (Apte)
  • ସଂ. ବିଣ. ପୁଂ (ବିଷ୍ୱ ଚ୍ ଶବ୍ଦ 1 ମା 1 ବ) — ସର୍ବତ୍ର ବ୍ୟାପକ — All pervading
  • ଅ — ସର୍ବତ୍ର — Everywhere