ବିସ୍ରା Bisrā

  • ସଂ. ବି (ବିସ୍ର+ଆ) — ଚରବି (ହି. ଶ.) — Fat
  • ଦେ. ବି. ମଧ୍ୟଭାରତରେ ବିସ୍ରା ନାମକ ସ୍ଥାନର ପାହାଡ଼ରୁ ମିଳୁଥିବା ପଥର ଚୁନ ଓ ଉକ୍ତ ସ୍ଥାନ — Bisra lime found in Bisra in C.P