ବିସ୍ରଂସ Bisraṁsa
- ସଂ. ବି (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ) — ପତନ — Falling
- ସଂ. ବି (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ) — ଖସିପଡ଼ିବା — Dropping down
- ସଂ. ବି (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ) — ହୁଗୁଳା ହୋଇ ଖସିଯିବା — Slipping off
- ସଂ. ବି (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ) — ତରଳପଦାର୍ଥର କ୍ଷରଣ — Oozing; falling by drops
- ସଂ. ବି (ବି+ସ୍ରନସ ଧାତୁ=ପତିତ ହେବା+ ଭାବ. ଅ) — ମେଘ ବରଷିବା — Showering; raining