ବିସ୍ରଂସ୍ରୀ Bisraṁsī

  • ସଂ. ବିଣ (ବିସ୍ରଂସିନ୍, ବି+ସ୍ରନସ୍ ଧାତୁ=ପତିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — ପତନଶୀଳ — Falling
  • ସଂ. ବିଣ (ବିସ୍ରଂସିନ୍, ବି+ସ୍ରନସ୍ ଧାତୁ=ପତିତ ହେବା+ କର୍ତ୍ତୃ. ଇନ୍; 1 ମା. 1 ବ) — କ୍ଷରଣଶୀଳ — Oozing, Having the smell of raw flesh