ବିସ୍ରସ୍ତ Bisrasta

  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — ପତିତ — Fallen; dropped
  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — ସ୍ୱସ୍ଥାନଚ୍ୟୁତ; ସ୍ଥାନଭ୍ରଷ୍ଟ — Dislocated; displaced
  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — କ୍ଷରିତ — Oozed
  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — ସ୍ଖଳିତ — Slipped
  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — ପୁଣ୍ୟରୁ ବା ଧର୍ମମାର୍ଗରୁ ଚ୍ୟୁତ — Fallen from virtue
  • ସଂ. ବିଣ (ବି+ସ୍ରନ୍ସ୍ ଧାତୁ=ପତିତହେବା+କର୍ତ୍ତୃ. ତ) — କାର୍ଯ୍ୟରୁ ଅନ୍ତରିତ — Dismissed from office