ବିସ୍ମୟ Bismaya
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ସଂଶୟ — Doubt; uncertainty
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ପ୍ରଶଂସା ମିଶ୍ରିତ ଆଶ୍ଚର୍ଯ୍ଯ — Awe
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ଈଷତ୍ ହାସ୍ୟ — Smile
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ଆଶ୍ଚର୍ଯ୍ଯ — Wonder; astonishment
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ଗର୍ବ; ଅହଙ୍କାର (ହି. ଶ) — Pride
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ଅଦ୍ଭୁତ ନାମକ ସ୍ଥାୟୀ ଭାବ ବା ରସବିଶେଷ — The sentiment of wonder in rhetoric
- ସଂ. ବି (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ଯାନ୍ୱିତ ହେବା+ଭାବ. ଅ) — ଲୋକାତୀତ ପଦାର୍ଥ— ମାନଙ୍କ ଦର୍ଶନରେ ଚିତ୍ତରେ ଯେଉଁ ନିସ୍ଫାର ଜାତ ହୁଏ (ସାହିତ୍ୟ ଦର୍ପଣ) — Feeling which is excited on seeing an extraordinary thing
- ଦେ. ବିଣ — ବିସ୍ମିତ, ଆଶ୍ଚର୍ଯ୍ଯାନ୍ୱିତ — Astonished
- ଦେ. ବିଣ — [ଉ—ଅକ୍ଷୟ ତାହାର ଶରୀର। ଦେଖି ବିସ୍ମୟ ଶୂଳଧର— ଜଗନ୍ନାଥ, ଭାଗବତ।]
- ଦେ. ବିଣ — କ୍ଷଣକାଳ ସ୍ତବ୍ଧ — Awe-struck; struck dumb for a moment
- ଦେ. ବିଣ — [ଉ—ବିସ୍ମୟ ହୋଇ ଅନାଇ ଭାବି ରଘୁପତି—ଭଞ୍ଜ, ବୈଦେହୀଶବିଳାସ।]
- ଦେ. ବିଣ — ଦୁଃଖିତ — Sorry; dejected