ବିସ୍ମୟଚିହ୍ନ Bismayachihna

  • ସଂ. ବି (ଆଧୁନିକ ପ୍ରୟୋଗ; ଏହି ଚିହ୍ନର ବ୍ୟବହାର ଇଂରାଜି ଭାଷାରୁ ଗୃହୀତ) — ଯେଉଁ ଚିହ୍ନଦ୍ୱାରା ଲେଖାରେ ବିସ୍ମୟ ସୂଚିତ ହୁଏ; ଯଥା—'!" — Note of admiration !
  • ସଂ. ବି (ଆଧୁନିକ ପ୍ରୟୋଗ; ଏହି ଚିହ୍ନର ବ୍ୟବହାର ଇଂରାଜି ଭାଷାରୁ ଗୃହୀତ) — କୌଣସି ବ୍ୟକ୍ତିର ହୃଦୟରେ ବିସ୍ମୟ ଜାତ ହୋଇଥିବା ସ୍ଥଳରେ ମୁଖାଦିରେ ପ୍ରକାଶିତ ଲକ୍ଷଣ — The external signs on the face of a wondering person