ବିସ୍ଫୋଟା Bisphoṭā
- ସଂ. ବି (ବି+ସ୍ଫୁଟ ଧାତୁ=ଭେଦ କରିବା+ଭାବ. ଅ; +ଆ) — ଦେହରେ ବାହାରିବା କ୍ଷୁଦ୍ର ବ୍ରଣ — Boil; pimple
- ସଂ. ବି (ବି+ସ୍ଫୁଟ ଧାତୁ=ଭେଦ କରିବା+ଭାବ. ଅ; +ଆ) — ଦେହରେ ବାହାରିବା ଫୋଟକା — Pistules or blisters coming out on the body
- ସଂ. ବି (ବି+ସ୍ଫୁଟ ଧାତୁ=ଭେଦ କରିବା+ଭାବ. ଅ; +ଆ) — ବସନ୍ତ ବ୍ରଣ — Smallpox (Apte)