ବିସ୍ମୟ ହେବା Bismaya hebā

  • ଦେ. କ୍ରି — ବିସ୍ମିତ ହେବା; ଆଶ୍ଚର୍ଯ୍ଯାନ୍ୱିତ ହେବା — To wonder; to be astonished
  • ଦେ. କ୍ରି — କ୍ଷଣକାଳ ସ୍ତବ୍ଧ ହେବା — To be struck with wonder
  • ଦେ. କ୍ରି — ଦୁଃଖିତ ହେବା — To be sorry