ବିସ୍ତାର Bistāra

  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ବ୍ୟାପ୍ତି; ବିସ୍ତୃତି — Expanse
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ବିଶାଳତା — Greatness; extent
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ବିସ୍ତୃତ ବିବରଣ — Detailed description
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ବୃତ୍ତର ବ୍ୟାସ — Diameter
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ଓସାର; ଚଉଡ଼ା — Width; breadth
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — (ବି+ସ୍ତୃ ଧାତୁ+କର୍ମ. ଅ) ସମାସ ବାକ୍ୟ — A compound word
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — (ବି+ସ୍ତୃ ଧାତୁ+କର୍ତ୍ତୃ. ଅ) ବିଟପ; ଶାଖା — Branch
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ଗୁଚ୍ଛ; ଗୋଛା — Bunch; bundle
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ଶିବ (ହି. ଶ) — Ṡiba
  • ସଂ. ବି. (ବି+ସ୍ତୃ ଧାତୁ=ବିସ୍ତାର କରିବା+ଭାବ. ଅ) — ବିଷ୍ଣୁ (ହି. ଶ) — Bishṇu
  • ଦେ. ବିଣ. — ବିସ୍ତୃତ; ବିଶାଳ; ବଡ଼ — Extensive; great
  • ଦେ. ବିଣ. — (ଉ—ଏ ମହାଭାରତକୁ କେଉଁ ଦ୍ୱିଜ- ମାନେ, ବିସ୍ତାର କରି ଧରି ଅଛନ୍ତି ଯେ ମନେ। କୃଷ୍ଣସିଂହ, ମହାଭାରତ, ଆଦି।)