ବିସ୍ତାରକ Bistāraka

  • ସଂ. ବିଣ. ପୁଂ (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ତ୍ତୃ. ଅକ) — ଯେ ବିସ୍ତାର କରେ — Spreading
  • ସଂ. ବିଣ. ପୁଂ (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ତ୍ତୃ. ଅକ) — ବିଶେଷ ରୂପେ ପ୍ରକାଶକ — Publishing widely
  • ଦେ. ବି. (ସଂ. ବୃଦ୍ଧଦାରକ) — ବୃଦ୍ଧଦାରକ (ଦେଖ) — Bṛuddhadāraka (See)
  • ଦେ. ବିଣ — ବିସ୍ତୃତ — Spread
  • ଦେ. ବିଣ — (ଉ—ବିସ୍ତାରକ ସୁମନସ—ପଦ୍ଧତି ଆହୁରି। ଭଞ୍ଜ, ବୈଦେହୀଶବିଳାସ)