ବିସ୍ଖପରା Bis-khaparā

  • ଦେ. ବିଣ—(ସଂ. ବିଷ+ଖର୍ପର) — ଅତି କ୍ରୁଦ୍ଧ; ଅଗ୍ନି ଶର୍ମା — Enraged
  • ଦେ. ବିଣ—(ସଂ. ବିଷ+ଖର୍ପର) — ଅତି ବିରକ୍ତ — Much annoyed
  • ଦେ. ବି. ସୋରିଷିଆ ଗୋଧି — A poisonous variety of iguana
  • ଦେ. ବି. [ଦ୍ର—ଏହାର ବର୍ଣ୍ଣ ଚମ୍ପେଇନେଉଳ ପରି ଓ ଦେହଯାକ ଆରକ୍ତ ବିନ୍ଦୁମୟ। ଏହାର ଜିଭ ଲମ୍ବ ଓ ନାଲି ଓ ଏ ବାରଂବାର ଲମ୍ବ ଜିଭକୁ ପଦାକୁ ବାହାର କରୁଥାଏ। ଏହାଦ୍ୱାରା ଦଷ୍ଟ ଜୀବ ତତକ୍ଷଣାତ୍ ମରିଯାଏ।]