ବିସ୍ତାରୀ Bistārī

  • ସଂ. ବିଣ. ପୁଂ. (ବି+ସ୍ତୃ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ଇନ୍; 1 ମା. 1 ବ) — ସୁବିସ୍ତୃତ; ବଡ଼; ପ୍ରକାଣ୍ଡ — Extensive; large; great; mighty
  • ସଂ. ବିଣ. ପୁଂ. (ବି+ସ୍ତୃ ଧାତୁ=ବିସ୍ତୃତ ହେବା+କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ବିସ୍ତାର କରେ — Spreading