ବିସୋର Bisora

  • ଦେ. ବି—(ସଂ. ବିସୃରଣ) — ବିସ୍ମରଣ — Forgetting
  • ବିଣ — ବିସ୍ମୃତ — Forgotten
  • ବିଣ — (ଉ—ବାଲ୍ୟେ ଜଗତୀ ରଚନା ନୋହେ ବିସୋର। ଭଞ୍ଜ, ବୈଦେହୀଶବିଳାସ।)