ବିସ୍କାଇବା Biskāibā

  • ଦେ. କ୍ରି — (ବିସ୍କିବା କ୍ରିୟାର ଣିଜନ୍ତରୂପ)— ମନ୍ତ୍ର ଔଷଧ ଆଦି ପ୍ରୟୋଗ ଦ୍ୱାରା ଦୁଗଧବତୀ ଗାଭୀର ଦୁଗ୍ଧ ଊଣା କରାଇବା — To cause a cow to run dry by appliance of charms
  • ଦେ. କ୍ରି — ବିସ୍କିବା (ଦେଖ) — Biskibā (See)